Vet Odisha

Directions

Vet Odisha Hi Friends This is The Official Page of Vet Odisha. Follow, Like And Enjoy. Thank you.

25/08/2026
25/08/2026

ଭଲ ସ୍ବାମୀର ଲକ୍ଷଣ-.ସ୍ତ୍ରୀ ଦୁଃଖରେ ହେର କି ସୁଖରେ, ଭତ୍ତମ ସ୍ବାମୀ ସେହି ସମୟରେ ସାଥୀ ଭାବେ ରହେ, ସେ ପରିସ୍ଥିତିକୁ ସାମ୍ନା କରିବାରେ ସହଯୋଗ କରେ🌹🌹🌹🌹

25/08/2026

ସ୍ୱାମୀ-ସ୍ତ୍ରୀର ପ୍ରେମ ହୃଦୟର ବନ୍ଧନ,
ଏହା କେବଳ ଶବ୍ଦରେ ବ୍ୟକ୍ତ ହୁଏନାହିଁ,
ସତ୍ୟ ପ୍ରେମ କେବେ ଶେଷ ହୁଏନାହିଁ🤔🤔🤔
ତୁମକୁ ପାଖରେ ପାଇ ମୁଁ ବହୁତ ଖୁସି🌹🌹🌹

25/08/2026

୨୩.୦୮.୨୦୨୬ (ରବିବାର) ଓଡ଼ିଆ ପଞ୍ଜିକା
ସହିତ ଆପଣଙ୍କ ରାଶିଫଳ ଜାଣନ୍ତୁ🌹🌹🌹
ତିଥି: ଶ୍ରାବଣ ଶୁକ୍ଳ ଏକାଦଶୀ
ବାର: ରବିବାର🤔🤔
ପକ୍ଷ: ଶୁକ୍ଳ ପକ୍ଷ🤔🤔
ନକ୍ଷତ୍ର: ମୂଳ ନକ୍ଷତ୍ର🤔🤔
ଓଁ ଦୁଂ ଦୁର୍ଗାୟୈ ନମଃ 🙏
🌺 ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା । ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ🙏🙏🙏

25/08/2026

୨୪.୦୮.୨୦୨୬ (ସୋମବାର) ଓଡ଼ିଆ ପଞ୍ଜିକା
ତିଥି: ଶୁକ୍ଳ ଦ୍ୱାଦଶୀ
ବାର: ସୋମବାର
ଆପଣଙ୍କ ରାଶିଫଳ ଜାଣନ୍ତୁ 🤔 🤔 🤔
ଶ୍ରାବଣ ସୋମବାର ବ୍ରତ🙏🌹🙏🌹
ଭଗବାନ ଶିବ ଓ ବିଷ୍ଣୁଙ୍କ ପୂଜା🙏🙏🙏
ଶାନ୍ତାକାରଂ ଭୁଜଗଶୟନଂ ପଦ୍ମନାଭଂ ସୁରେଶମ୍ ।
ବିଶ୍ୱାଧାରଂ ଗଗନସଦୃଶଂ ମେଘବର୍ଣ୍ଣଂ ଶୁଭାଙ୍ଗମ୍ ॥🙏🙏🙏

25/08/2026

କେଉଁ ମନ୍ତ୍ର ଜପ କଲେ କି ଫଳ ମିଳିଥାଏ
ଓମ୍ ନମଃ ଶିବାୟ - ମନର ଶାନ୍ତି ପାଇଁ🌺🌺🌺
ଓମ୍ ଗଂ ଗଣପତୟେ ନମଃ - ବାଧା ଦୂର ପାଇଁ🌹🌹
ଓମ ନମୋ ନାରାୟଣାୟ - ମାନସିକ ଶାନ୍ତି ପାଇଁ🌺🌺
ଓମ୍ ଶ୍ରୀ ମହାଲକ୍ଷ୍ମୀ ନମଃ - ସମୃଦ୍ଧି ପାଇଁ🙏🙏🙏

25/08/2026

ସକାଳୁ ଉଠି ଏହି ମନ୍ତ୍ର ବୋଲନ୍ତୁ🌺🌺🌺
ଦିନ ଶୁଭ ଓ ସଫଳ ହେବ🤔🤔🤔🤔
ଓଁ ସୂର୍ଯ୍ୟାୟ ନମଃ- ଶକ୍ତି, ଆମବିଶ୍ବାସ ଓ ସଫଳତା ବଢ଼ାଏ🙏🙏
ଜୟ ଜଗନ୍ନାଥ🤔🤔🤔🤔

Address

Veterinary Hospital. Bideipur
Bhadrak

Website

Alerts

Be the first to know and let us send you an email when Vet Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share